Logo YouVersion
Icona Cerca

ଯୋହନ 5:8-9

ଯୋହନ 5:8-9 IRVORY

ଯୀଶୁ ତାହାଙ୍କୁ କହିଲେ, “ଉଠ, ତୁମ୍ଭର ଖଟିଆ ଘେନି ଚାଲ।” ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା। ସେହି ଦିନ ବିଶ୍ରାମବାର ଥିଲା।

Piani di Lettura e Devozionali gratuiti relativi a ଯୋହନ 5:8-9