Logo de YouVersion
Icono de búsqueda

ମାର୍‌କ 13:35-37

ମାର୍‌କ 13:35-37 SAA25

ତମେମିସା ଜାଗୁଆଲର୍‌ ପାରା ଜାଗ୍‌ରତ୍‌ ଅଇ ରୁଆ । କାଇକେବଇଲେ ସାଉକାର୍‌ ସଞ୍ଜ୍‌ବେଲା, କି ମଜାରାତି, କି କୁକ୍‌ଡାଡାକେ କି ସାକ୍‌ଲିଆ ଆଇସି ସେଟା ତମେ ନାଜାନାସ୍‌ । ଜଦି ସେ ଅଟାତ୍‌ ଆସିକରି ଦେକ୍‌ଲାବେଲେ, ତମେ ଇସ୍‌ରାଏଲର୍‌ ଲକ୍‌ମନର୍‌ ପାରା ରଇବାଟା ସେ ଦେକ୍‌ବାର୍‌ନାଇ । ମୁଇ ତମ୍‌କେ କାଇଟା କଇଲିନି, ସେ ବିସଇସେ ସବୁ ଲକ୍‌କେ କଇଲିନି । ମୁଇ ଆଇବା ଦିନ୍‌ପାଇ ତିଆର୍‌ ଅଇକରି ସବୁବେଲା ଜାଗ୍‌ରତ୍‌ ଅଇକରି ରୁଆ ।”

Planes de lectura y devocionales gratis relacionados con ମାର୍‌କ 13:35-37