ମାର୍କ 5:7-9

ମାର୍କ 5:7-9 BDVNT

ଯୀଶୁ ତାକେ କଇଲା, “ବୁତ୍‌ଆତ୍ମା, ଇ ମାନାଇ ତ୍ଇହ୍‍ଣି ବାରିଯା।” ତାର୍ ହ୍‌ଚେ ସେ ବୁତ୍‌ଆତ୍ମା ବେଲ୍‌କି ଅଇକ୍‍ରି କଇଲା, “ଯୀଶୁ ଇଶ୍ଵରାର୍ ହିଲା, ମର୍‍ଲ୍‌ଗେ ତର୍ କାଇ କାମ୍ ଆଚେ? ଇଶ୍ୱର୍‌ ନାଉଁଏ ହ୍‍ର୍‍ମାଣ୍ କ୍‍ରି କ୍ଉ କି ତୁଇମକେ ଡ୍‌ଣ୍ତ୍ ନ୍‍ଦେସି।” ଆରେକ୍‌ ଯୀଶୁ ତାକେ ହ୍‌ଚାର୍‌ଲା, “ତର୍ କାଇ ନାଉଁ?” ସେ ତାକେ କଇଲା, “ମର୍ ନାଉଁ ବାହିନି, କାଇତାକ୍ ବ୍‍ଲେକ୍ ଅମି ଇଲକାର୍ ବିତ୍‌ରେ ବେସିଲକ୍ ଆଚୁ।”