ମାର୍କ 5:35-36

ମାର୍କ 5:35-36 BDVNT

ଯୀଶୁ ସେ ମାଇଜିକେ କ୍‌ତା କ୍ଉତାବ୍‍ଳ୍ ଯିହୁଦିମ୍‌ନ୍‌କାର୍ ପାର୍‌ତେନା ଗ୍‍ରାର୍ ମୁକିଆ ଯାଇରସାର୍ ଗ୍‍ରେହ୍‍ଣି ଲକ୍ ଆସି କଇଲାଇ, “ତର୍ ଟକି ମ୍‍ଲିନି। ଗୁରୁକେ ଆର୍ କାଇତାକ୍ କ୍‌ଷ୍ଟ ଦେମ୍‌ଲାସ୍?” ମ୍‍ତର୍ ଯୀଶୁ ସେ କ୍‌ତାଶୁଣି ନ୍‍ଶୁଣ୍‌ଲା ହର୍ ଅଇ ଯିହୁଦିମ୍‌ନ୍‌କାର୍ ପାର୍‌ତେନା ଗ୍‍ରାର୍ ମୁକିଆ ଯାଇରସ୍‍କେ କଇଲା, “ଡିରାନାଇ, ମ୍‍ତର୍ ମର୍ ଉହ୍‍ରେ ବିଶ୍‌ବାସ୍‌ କ୍‍ରା।”