YouVersion 標識
搜索圖示

ଆଦି ପୁସ୍ତକ 25:26

ଆଦି ପୁସ୍ତକ 25:26 ODIAOV-BSI

ତହିଁ ଉତ୍ତାରେ ଏଷୌର ପାଦମୂଳ ଧରି ତାହାର ଭ୍ରାତା ଭୂମିଷ୍ଠ ହେଲା; ଏଣୁକରି ତାହାର ନାମ ଯାକୁବ (ପଦାପହାରକ) ଦିଆଗଲା। ଇସ୍‍ହାକଙ୍କର ଷାଠିଏ ବର୍ଷ ବୟସରେ ଏହି ଯାଆଁଳା ପୁତ୍ର ଜାତ ହେଲେ।

ଆଦି ପୁସ୍ତକ 25:26 的視訊