ଲୂକ 6:29-30

ଲୂକ 6:29-30 ODCLBSI

ଯଦି କେହି ତୁମର ଉତ୍ତରୀୟ ନେଇ ଯାଏ, ତେବେ ତାକୁ ତୁମେ ଅଙ୍ଗରଖା ମଧ୍ୟ ନେବାକୁ ବାରଣ କର ନାହିଁ, ଯେ କେହି ତୁମକୁ ମାଗେ, ତାକୁ ଦିଅ, ଆଉ ଯଦି କେହି ତୁମର କୌଣସି ପଦାର୍ଥ ନେଇଯାଏ, ତେବେ ତାହା ଫେରସ୍ତ ମାଗ ନାହିଁ।