YouVersion 标志
圣经计划视频
获取软件
选择语言
搜索图标

ମାର୍କଲିଖିତ ସୁସମାଚାର 8 的热门经文

1

ମାର୍କଲିଖିତ ସୁସମାଚାର 8:35

ପବିତ୍ର ବାଇବଲ (CL) NT (BSI)

ODCLBSI

ଯେ କେହି ନିଜର ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ’ ପାଇଁ ଓ ଏହି ଶୁଭବାର୍ତ୍ତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରେ, ସେ ପ୍ରକୃତରେ ତାହା ସୁରକ୍ଷା କରିବ।

对照

探索 ମାର୍କଲିଖିତ ସୁସମାଚାର 8:35

2

ମାର୍କଲିଖିତ ସୁସମାଚାର 8:36

ପବିତ୍ର ବାଇବଲ (CL) NT (BSI)

ODCLBSI

ଜଣେ ବ୍ୟକ୍ତି ସମଗ୍ର ଜଗତକୁ ଲାଭ କରି ନିଜ ଜୀବନକୁ ହରାଇଲେ, ତାହାର କଅଣ କିଛି ଲାଭ ହେବ? ନିଶ୍ଚିତ ଭାବରେ ନୁହେଁ।

对照

探索 ମାର୍କଲିଖିତ ସୁସମାଚାର 8:36

3

ମାର୍କଲିଖିତ ସୁସମାଚାର 8:34

ପବିତ୍ର ବାଇବଲ (CL) NT (BSI)

ODCLBSI

ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ଓ ସମବେତ ଜନତାକୁ ଆହ୍ୱାନ କରି କହିଲେ, “ଯେ କେହି ମୋ’ ସଙ୍ଗରେ ଆସିବାକୁ ଚାହେଁ, ସେ ସ୍ୱାର୍ଥତ୍ୟାଗୀ ହେଉ ଓ ନିଜର କ୍ରୁଶ ବହନ କରି ମୋ’ ପଛେ ପଛେ ଆସୁ।

对照

探索 ମାର୍କଲିଖିତ ସୁସମାଚାର 8:34

4

ମାର୍କଲିଖିତ ସୁସମାଚାର 8:37-38

ପବିତ୍ର ବାଇବଲ (CL) NT (BSI)

ODCLBSI

କୌଣସି ବିଷୟର ବିନିମୟରେ ସେ ତା’ର ଜୀବନ ଫେରି ପାଇବ ନାହିଁ। ଏହି ଈଶ୍ୱରବିମୁଖ ଯୁଗରେ ଯଦି କେହି ମୋ’ ପାଇଁ ଓ ମୋର ଶିକ୍ଷା ପାଇଁ ଲଜ୍ଜା ବୋଧ କରେ, ତେବେ ଈଶ୍ୱରଙ୍କ ଗୌରବରେ ପରିପୂର୍ଣ୍ଣ ହୋଇ ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ସ୍ୱର୍ଗଦୂତମାନଙ୍କ ସହିତ ପୁଣି ଥରେ ଆସିବେ, ସେ ମଧ୍ୟ ସେମାନଙ୍କ ଲାଗି ଲଜ୍ଜିତ ହେବେ।”

对照

探索 ମାର୍କଲିଖିତ ସୁସମାଚାର 8:37-38

5

ମାର୍କଲିଖିତ ସୁସମାଚାର 8:29

ପବିତ୍ର ବାଇବଲ (CL) NT (BSI)

ODCLBSI

ଯୀଶୁ ସେମାନଙ୍କୁ ପଚାରିଲେ, “ଆଉ ତୁମ୍ଭେମାନେ କ’ଣ ଭାବୁଛ? ମୁଁ କିଏ, ଏ ବିଷୟରେ ତୁମେ କଅଣ କହୁଛ?”

对照

探索 ମାର୍କଲିଖିତ ସୁସମାଚାର 8:29

上一章
下一章
YouVersion

我们要鼓励、挑战你每天亲近上帝。

事工

关于我们

就职机会

义工

博客

新闻区

有用链接

帮助

捐赠

圣经译本

音频圣经

译本语言

今日经文


此数字事工属于

Life.Church
English (US)

©2025 Life.Church / YouVersion

隐私政策使用条款
漏洞披露方案
FacebookTwitterInstagramYouTubePinterest

主页

圣经

计划

视频