YouVersion 标志
圣经计划视频
获取软件
选择语言
搜索图标

ମାର୍କଲିଖିତ ସୁସମାଚାର 13 的热门经文

1

ମାର୍କଲିଖିତ ସୁସମାଚାର 13:13

ପବିତ୍ର ବାଇବଲ (CL) NT (BSI)

ODCLBSI

ମୋ’ ନିମନ୍ତେ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ, କିନ୍ତୁ ଯେଉଁମାନେ ଶେଷ ପର୍ଯ୍ୟନ୍ତ ଅଟଳ ରହିବେ, ସେମାନେ ପରିତ୍ରାଣ ପାଇବେ।

对照

探索 ମାର୍କଲିଖିତ ସୁସମାଚାର 13:13

2

ମାର୍କଲିଖିତ ସୁସମାଚାର 13:33

ପବିତ୍ର ବାଇବଲ (CL) NT (BSI)

ODCLBSI

ସାବଧାନ ହୋଇ ଜାଗିରୁହ, କାରଣ କେତେବେଳେ ସେହି ସମୟ ଆସିବ, ତୁମେ ଜାଣ ନାହିଁ।

对照

探索 ମାର୍କଲିଖିତ ସୁସମାଚାର 13:33

3

ମାର୍କଲିଖିତ ସୁସମାଚାର 13:11

ପବିତ୍ର ବାଇବଲ (CL) NT (BSI)

ODCLBSI

ତୁମ୍ଭେମାନେ ଗିରଫ ହୋଇ ଅଦାଲତକୁ ନିଆ ହେବାବେଳେ, ସେଠାରେ କ’ଣ କରିବାକୁ ହେବ, ଏ ବିଷୟରେ ବ୍ୟସ୍ତ ହୁଅ ନାହିଁ। ଉଚିତ୍ ସମୟରେ କଅଣ କହିବାକୁ ହେବ, ତାହା ତୁମକୁ ଜଣାଇ ଦିଆଯିବ। ସେତେବେଳେ ତୁମକୁ ନିଜ ମନରୁ କିଛି କହିବାକୁ ପଡ଼ିବ ନାହିଁ। ତୁମେ ଯାହା କହିବ, ତାହା ପବିତ୍ର ଆତ୍ମା ଜଣାଇବେ।

对照

探索 ମାର୍କଲିଖିତ ସୁସମାଚାର 13:11

4

ମାର୍କଲିଖିତ ସୁସମାଚାର 13:31

ପବିତ୍ର ବାଇବଲ (CL) NT (BSI)

ODCLBSI

ସ୍ୱର୍ଗ ଓ ପୃଥିବୀର ବିଲୋପ ହେବ, କିନ୍ତୁ ମୋ’ କଥା କେବେ ଲୋପ ପାଇବ ନାହିଁ।

对照

探索 ମାର୍କଲିଖିତ ସୁସମାଚାର 13:31

5

ମାର୍କଲିଖିତ ସୁସମାଚାର 13:32

ପବିତ୍ର ବାଇବଲ (CL) NT (BSI)

ODCLBSI

“ସେହି ଦିନ, ସେହି ମୁହୂର୍ତ୍ତ କେବେ ଆସିବ, କେହି ଜାଣନ୍ତି ନାହିଁ। ସ୍ୱୟଂ ଈଶ୍ୱରଙ୍କ ପୁତ୍ର କିମ୍ବା ସ୍ୱର୍ଗଦୂତମାନେ ମଧ୍ୟ ଏକଥା ଜାଣନ୍ତି ନାହିଁ - କେବଳ ପିତା ଈଶ୍ୱର ହିଁ ଜାଣନ୍ତି।

对照

探索 ମାର୍କଲିଖିତ ସୁସମାଚାର 13:32

6

ମାର୍କଲିଖିତ ସୁସମାଚାର 13:7

ପବିତ୍ର ବାଇବଲ (CL) NT (BSI)

ODCLBSI

ନିକଟବର୍ତ୍ତୀ ଯୁଦ୍ଧର ଶବ୍ଦ ବା ଦୂରବର୍ତ୍ତୀ ଯୁଦ୍ଧର ସମ୍ବାଦ ଶୁଣି ତୁମ୍ଭେମାନେ ଆତଙ୍କିତ ହୁଅ ନାହିଁ। ଏଭଳି ଅନେକ ଘଟଣା ନିଶ୍ଚୟ ଘଟିଯିବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଅନ୍ତିମକାଳ ଉପସ୍ଥିତ।

对照

探索 ମାର୍କଲିଖିତ ସୁସମାଚାର 13:7

7

ମାର୍କଲିଖିତ ସୁସମାଚାର 13:35-37

ପବିତ୍ର ବାଇବଲ (CL) NT (BSI)

ODCLBSI

ସେହିପରି ମୁଁ ମଧ୍ୟ ତୁମକୁ ସାବଧାନ କରିବାକୁ କହୁଛି, କାରଣ ଗୃହ ସ୍ୱାମୀ କେବେ ଆସିବେ, ତୁମେ ଜାଣ ନାହିଁ - ସନ୍ଧ୍ୟାବେଳେ କିମ୍ବା ଅଧ ରାତିରେ, ଉଷା ପୂର୍ବରୁ କିମ୍ବା ସୂର୍ଯ୍ୟୋଦୟବେଳେ ସେ ଆସି ପାରନ୍ତି। ସେ ଯଦି ହଠାତ୍ ଆସି ପହଞ୍ଚନ୍ତି, ତୁମକୁ ନିଦ୍ରିତାବସ୍ଥାରେ ସେ ନ ଦେଖନ୍ତୁ। ମୁଁ ତୁମକୁ ଯାହା କହୁଛି, ଅନ୍ୟମାନଙ୍କୁ ମଧ୍ୟ ତାହା କହୁଛି - ‘ଜାଗି ରୁହ’।”

对照

探索 ମାର୍କଲିଖିତ ସୁସମାଚାର 13:35-37

8

ମାର୍କଲିଖିତ ସୁସମାଚାର 13:8

ପବିତ୍ର ବାଇବଲ (CL) NT (BSI)

ODCLBSI

ଦେଶ ଦେଶ ଭିତରେ ଯୁଦ୍ଧ ଲାଗିବ। ଗୋଟିଏ ରାଜ୍ୟ ଆଉ ଗୋଟିଏ ରାଜ୍ୟକୁ ଆକ୍ରମଣ କରିବ। ସବୁଆଡ଼େ ଭୂମିକମ୍ପ ହେବ ଓ ଦୁର୍ଭିକ୍ଷ ପଡ଼ିବ। କିନ୍ତୁ ଏଗୁଡ଼ିକ ପ୍ରସବ ବେଦନାର କେବଳ ପୂର୍ବ ସୂଚନା ମାତ୍ର।

对照

探索 ମାର୍କଲିଖିତ ସୁସମାଚାର 13:8

9

ମାର୍କଲିଖିତ ସୁସମାଚାର 13:10

ପବିତ୍ର ବାଇବଲ (CL) NT (BSI)

ODCLBSI

କିନ୍ତୁ ସେ ଯାହା ହେଉନା କାହିଁକି, ଅନ୍ତିମକାଳ ଆସିବା ପୂର୍ବରୁ ସବୁ ଜାତିର ଲୋକଙ୍କ ନିକଟରେ ଏହି ସୁସମାଚାର ନିଶ୍ଚିତ ଭାବରେ ପ୍ରଚାରିତ ହେବ।

对照

探索 ମାର୍କଲିଖିତ ସୁସମାଚାର 13:10

10

ମାର୍କଲିଖିତ ସୁସମାଚାର 13:6

ପବିତ୍ର ବାଇବଲ (CL) NT (BSI)

ODCLBSI

ଅନେକେ ମୋ’ ନାମ ନେଇ କହିବେ, ‘ମୁଁ ସେହି’ ଓ ଏହା ଦ୍ୱାରା ସେମାନେ ଅନେକଙ୍କୁ ବିଭ୍ରାନ୍ତ କରିବେ।

对照

探索 ମାର୍କଲିଖିତ ସୁସମାଚାର 13:6

11

ମାର୍କଲିଖିତ ସୁସମାଚାର 13:9

ପବିତ୍ର ବାଇବଲ (CL) NT (BSI)

ODCLBSI

“ତୁମ୍ଭମାନଙ୍କୁ ସାବଧାନ ରହିବାକୁ ହେବ। ତୁମ୍ଭେ ଗିରଫ ହୋଇ ଅଦାଲତକୁ ନିଆଯିବ। ତୁମେ ସମାଜ ଗୃହରେ ମାଡ଼ ଖାଇବ। ମୋ’ ଲାଗି ତୁମକୁ ଶାସକ ଓ ରାଜାମାନଙ୍କ ସମ୍ମୁଖରେ ଛିଡ଼ାହୋଇ ଏହି ଶୁଭବାର୍ତ୍ତା ଶୁଣାଇବାକୁ ହେବ।

对照

探索 ମାର୍କଲିଖିତ ସୁସମାଚାର 13:9

12

ମାର୍କଲିଖିତ ସୁସମାଚାର 13:22

ପବିତ୍ର ବାଇବଲ (CL) NT (BSI)

ODCLBSI

ଶଠ ମସୀହ ଓ ଶଠ ଭାବବାଦୀମାନେ ଦେଖାଦେବେ। ସମ୍ଭବ ହେଲେ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ମଧ୍ୟ ଠକିବା ପାଇଁ ସେମାନେ ଅଲୌକିକ କାର୍ଯ୍ୟ କରିବେ ଓ ଅଦ୍ଭୁତ ସଙ୍କେତ ସବୁ ଦେଖାଇବେ।

对照

探索 ମାର୍କଲିଖିତ ସୁସମାଚାର 13:22

13

ମାର୍କଲିଖିତ ସୁସମାଚାର 13:24-25

ପବିତ୍ର ବାଇବଲ (CL) NT (BSI)

ODCLBSI

“ସେହି ଦୁର୍ଦ୍ଦିଗ ଆସିବା ପରେ ସୂର୍ଯ୍ୟ ଅନ୍ଧକାରମୟ ହେବ, ଚନ୍ଦ୍ର ଆଲୋକଶୂନ୍ୟ ହୋଇଯିବ, ନକ୍ଷତ୍ରମାନେ ଆକାଶରୁ ଖସ ପଡ଼ିବେ ଏବଂ ମହାଶୂନ୍ୟର ଗ୍ରହ ଉପଗ୍ରହ କକ୍ଷଚ୍ୟୁତ ହେବେ।

对照

探索 ମାର୍କଲିଖିତ ସୁସମାଚାର 13:24-25

上一章
下一章
YouVersion

我们要鼓励、挑战你每天亲近上帝。

事工

关于我们

就职机会

义工

博客

新闻区

有用链接

帮助

捐赠

圣经译本

音频圣经

译本语言

今日经文


此数字事工属于

Life.Church
English (US)

©2025 Life.Church / YouVersion

隐私政策使用条款
漏洞披露方案
FacebookTwitterInstagramYouTubePinterest

主页

圣经

计划

视频