YouVersion 标志
圣经计划视频
获取软件
选择语言
搜索图标

ମାଥିଉଲିଖିତ ସୁସମାଚାର 22 的热门经文

1

ମାଥିଉଲିଖିତ ସୁସମାଚାର 22:37-39

ପବିତ୍ର ବାଇବଲ (CL) NT (BSI)

ODCLBSI

ଯୀଶୁ କହିଲେ, “ତୁମ ପ୍ରଭୁ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦେଇ ପ୍ରେମ ଭକ୍ତି କର। ଏହା ହେଉଛି ସବୁଠାରୁ ବଡ଼ ଓ ଶ୍ରେଷ୍ଠ ଆଜ୍ଞା। “ଦ୍ୱିତୀୟ ଶ୍ରେଷ୍ଠ ଆଜ୍ଞା ହେଉଛି, ତୁମ ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର।

对照

探索 ମାଥିଉଲିଖିତ ସୁସମାଚାର 22:37-39

2

ମାଥିଉଲିଖିତ ସୁସମାଚାର 22:40

ପବିତ୍ର ବାଇବଲ (CL) NT (BSI)

ODCLBSI

ଏ ଦୁଇଟି ଆଜ୍ଞା ମୋଶାଙ୍କର ସମୁଦାୟ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶିକ୍ଷାର ଆଧାର।”

对照

探索 ମାଥିଉଲିଖିତ ସୁସମାଚାର 22:40

3

ମାଥିଉଲିଖିତ ସୁସମାଚାର 22:14

ପବିତ୍ର ବାଇବଲ (CL) NT (BSI)

ODCLBSI

ଗଳ୍ପ ଶେଷ କରି ଯୀଶୁ କହିଲେ, “ଅନେକେ ନିମନ୍ତ୍ରିତ, କିନ୍ତୁ ଅଳ୍ପ କେତେକ ମନୋନୀତ।”

对照

探索 ମାଥିଉଲିଖିତ ସୁସମାଚାର 22:14

4

ମାଥିଉଲିଖିତ ସୁସମାଚାର 22:30

ପବିତ୍ର ବାଇବଲ (CL) NT (BSI)

ODCLBSI

ପୁନରୁତ୍ଥାନ ପରେ ମୃତ ବ୍ୟକ୍ତିମାନେ ସ୍ୱର୍ଗଦୂତ ପରି ହେବେ। ସେମାନେ ବିବାହ କରିବେ ନାହିଁ।

对照

探索 ମାଥିଉଲିଖିତ ସୁସମାଚାର 22:30

5

ମାଥିଉଲିଖିତ ସୁସମାଚାର 22:19-21

ପବିତ୍ର ବାଇବଲ (CL) NT (BSI)

ODCLBSI

ଯେଉଁ ମୁଦ୍ରାରେ କର ଦେଉଛ, ସେଥିରୁ ଗୋଟିଏ ଆଣି ମୋତେ ଦେଖାଅ। ସେମାନେ ଗୋଟିଏ ମୁଦ୍ରା ଆଣି ତାଙ୍କୁ ଦେଲେ। ସେ ସେମାନଙ୍କୁ ପଚାରିଲେ, “ଏହି ମୁଦ୍ରା ଉପରେ କାହାର ନାମ ଓ ପ୍ରତିକୃତି ଅଙ୍କିତ ହୋଇଛି?” ସେମାନେ ଉତ୍ତର ଦେଲେ, “ସମ୍ରାଟଙ୍କର”। ଯୀଶୁ ସେମାନଙ୍କୁ କହିଲେ, “ତେବେ ଯାହା ସମ୍ରାଟଙ୍କର, ତାହା ସମ୍ରାଟଙ୍କୁ ଦିଅ ଏବଂ ଯାହା ଈଶ୍ୱରଙ୍କର, ତାହ ଈଶ୍ୱରଙ୍କୁ ଦିଅ।”

对照

探索 ମାଥିଉଲିଖିତ ସୁସମାଚାର 22:19-21

上一章
下一章
YouVersion

我们要鼓励、挑战你每天亲近上帝。

事工

关于我们

就职机会

义工

博客

新闻区

有用链接

帮助

捐赠

圣经译本

音频圣经

译本语言

今日经文


此数字事工属于

Life.Church
English (US)

©2025 Life.Church / YouVersion

隐私政策使用条款
漏洞披露方案
FacebookTwitterInstagramYouTubePinterest

主页

圣经

计划

视频