1
ମାତିଉ 14:30-31
Desiya Bible, 2025
Saa25
ମାତର୍ ପବନ୍ ଜବର୍ ଆଇବାଟା ଦେକିକରି ଡରିଗାଲା ଆରି ପାନିଟାନେ ବୁଡିଜିବାର୍ ଦାର୍ଲା । ତେବେ ଆକ୍ମାରି କରି ଡାକ୍ଲା ଏ ମାପ୍ରୁ ମକେ ରକିଆ କର୍ ! ଜିସୁ ସେ ଦାପ୍ରେ, ଆତ୍ ଲାମାଇକରି ତାକେ ଦାରିକରି କଇଲା, “ଏ ଅଲପ୍ ବିସ୍ବାସ୍ କରୁ, କାଇକେ ଦୁଇମନିଆ ଅଇଲୁସ୍ନି ?”
Ṣe Àfiwé
Ṣàwárí ମାତିଉ 14:30-31
2
ମାତିଉ 14:30
ମାତର୍ ପବନ୍ ଜବର୍ ଆଇବାଟା ଦେକିକରି ଡରିଗାଲା ଆରି ପାନିଟାନେ ବୁଡିଜିବାର୍ ଦାର୍ଲା । ତେବେ ଆକ୍ମାରି କରି ଡାକ୍ଲା ଏ ମାପ୍ରୁ ମକେ ରକିଆ କର୍ !
Ṣàwárí ମାତିଉ 14:30
3
ମାତିଉ 14:27
ସେ ଦାପ୍ରେସେ ଜିସୁ ସେମନ୍କେ ସାଆସ୍ ଦେଇ କଇଲା, “ମୁଇ କାଇକି, ଡରାନାଇ ।”
Ṣàwárí ମାତିଉ 14:27
4
ମାତିଉ 14:28-29
ଜିସୁର୍ ଏ କାତା ସୁନି ପିତର୍ କଇଲା, “ମାପ୍ରୁ ଜଦି ସତଇସେ ତମେ ଅଇରଇସା ବଇଲେ, ମକେ ପାନି ଉପ୍ରେ ଇଣ୍ଡି ଇଣ୍ଡି ତମର୍ ଲଗେ ଆଇବାକେ ଆଦେସ୍ ଦିଆ ।” ଜିସୁ କଇଲା, “ଇଣ୍ଡି ଇଣ୍ଡି ଆଉ ।” ପିତର୍ ଡଙ୍ଗାଇଅନି ବାରଇ, ପାନି ଉପ୍ରେ ଇଣ୍ଡି ଇଣ୍ଡି ଜିସୁର୍ ବାଟେ ଆଇବାର୍ ଦାର୍ଲା ।
Ṣàwárí ମାତିଉ 14:28-29
5
ମାତିଉ 14:33
ଡଙ୍ଗାଇ ରଇଲା ଲକ୍ମନ୍ ଜିସୁକେ ଜୁଆର୍ କରି କଇଲାଇ, “ତମେ ସତ୍ସେ ମାପ୍ରୁର୍ ପିଲା ।”
Ṣàwárí ମାତିଉ 14:33
6
ମାତିଉ 14:16-17
ମାତର୍ ଜିସୁ ସେମନ୍କେ କଇଲା, “ସେମନ୍ ଇତିଅନି ନ ଜାଅତ୍ । ତମେ ସେମନ୍କେ କାଇଟାଆଲେ କାଇବାକେ ଦିଆସ୍ ।” ସିସ୍ମନ୍ କଇଲାଇ, “ଆମର୍ ଟାନେ ଏକାଇ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ସେ ଆଚେ ।”
Ṣàwárí ମାତିଉ 14:16-17
7
ମାତିଉ 14:18-19
ଜିସୁ କଇଲା, “ସେଟା ମର୍ଟାନେ ଦାରିଆସା ।” ଜିସୁ ସବୁଲକ୍କେ ଗାଁସ୍ ଉପ୍ରେ ବସାଇବାକେ କଇଲା । ସେ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ରୁଟି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସବୁଲକ୍କେ ବାଟାକରି ଦେଲାଇ ।
Ṣàwárí ମାତିଉ 14:18-19
8
ମାତିଉ 14:20
ସେଟା ସବୁଲକ୍ କାଇକରି ସାନ୍ତି ଅଇଲାଇ । ତାର୍ପଚେ ସିସ୍ମନ୍ ଅଗ୍ଲି ରଇବା ରୁଟି ଆରି ମାଚ୍ ଟୁଲିଆଇ ବାର୍ଟା ଡାଲାଇ ବର୍ତି କଲାଇ ।
Ṣàwárí ମାତିଉ 14:20