ରୋମୀୟ 11:17-18

ରୋମୀୟ 11:17-18 ODIAOV-BSI

କିନ୍ତୁ ଯଦି କେତେକ ଶାଖା ଉଚ୍ଛିନ୍ନ ହେଲା ଓ ତୁମ୍ଭେ ବନ୍ୟ ଜୀତ ବୃକ୍ଷର ଶାଖା ହେଲେ ହେଁ ସେହିସବୁ ମଧ୍ୟରେ କଲମ କରାଗଲ, ପୁଣି ସେମାନଙ୍କ ସହିତ ଜୀତ ବୃକ୍ଷମୂଳର ରସର ଅଂଶୀ ହେଲ, ତେବେ ସେହି ଡାଳଗୁଡ଼ିକ ବିରୁଦ୍ଧରେ ଗର୍ବ କର ନାହିଁ; କିନ୍ତୁ ଯଦି ଗର୍ବ କର, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି, ଏହା ଜାଣିଥାଅ।