ମାତିଉ 15:25-27

ମାତିଉ 15:25-27 SAA25

ସେ ମାଇଜି ଆସି ଜିସୁର୍‌ ଗଡ୍‌ତଲେ ମାଣ୍ଡିକୁଟା ଦେଇ ଜୁଆର୍‌ କରି କଇଲା, “ମାପ୍‌ରୁ ମକେ ଦୟା କରା ।” ଜିସୁ କଇଲା, “ପିଲାମନର୍‌ କାଦି ନେଇ କୁକୁରର୍‌ ମୁଆଟେ ପିଙ୍ଗ୍‌ବାଟା ଟିକ୍ ନାଇ ।” ସେ ମାଇଜି କଇଲା, ଏଟା ସତ୍‌ କାତା ମାପ୍‌ରୁ, ମାତର୍‌ କୁକୁର୍‌ମନ୍‌ ମିସା ସାଉକାରର୍‌ ଅଦର୍‌ଲା ସକ୍‌ଡି କାଇବାକେ ପାଇବାଇ ।

Gratis leesplannen en overdenkingen die te maken hebben met ମାତିଉ 15:25-27