1
ଲୁକ୍ 6:38
Desiya Bible, 2025
Saa25
ବିନ୍ ଲକ୍କେ ଦାନ୍ କରା, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦାନ୍ ଦେଇସି, ଲକ୍ମନ୍ ମାନ୍ଟାନେ କାଦି ପୁରୁନ୍କରି ତାକେ ଚାପି ଜୁଲାଇ, ଉଚ୍ଲାଇକରି, ତମର୍ ଅଁଟିତେଇ ଦେବାଇ, କାଇକେବଇଲେ ଜନ୍ ଇସାବେ ତମେ ନାପ୍ସା, ସେ ଇସାବେ ସେ ତମ୍କେ ନାପି ଦିଆଅଇସି ।”
Bera saman
Njòttu ଲୁକ୍ 6:38
2
ଲୁକ୍ 6:45
ନିକ ଲକ୍ ନିଜର୍ ମନ୍ ବିତ୍ରର୍ ଗରବ୍ବିତ୍ରେ ଅନି ନିକଟା ବାର୍କରାଇସି । ଆରି କାରାପ୍ ଲକ୍ମନ୍ ନିଜର୍ ମନ୍ ବିତ୍ରର୍ ଗରବ୍ଟାନେ ଅନି କାରାପ୍ଟା ବାର୍କରାଇବାଇ । କାଇକେବଇଲେ, ମନ୍ବିତ୍ରେ ଚିନ୍ତା କର୍ବାଟା, ଟଣ୍ଡ୍ କାତା କଇସି ।”
Njòttu ଲୁକ୍ 6:45
3
ଲୁକ୍ 6:35
ମାତର୍ ତମର୍ ସତ୍ରୁମନ୍କେ ଆଲାଦ୍ କରା । ଆରି ସେମନର୍ ମଙ୍ଗଲ୍ କରା । ରୁନ୍ ବାନ୍ଦ ବଲି ଆସା ନ କରି, ରୁନ୍ ଦିଆସ୍ । ସେନ୍ତାର୍କଲେ ତମର୍ ପୁରୁସ୍କାର୍ ଅଦିକ୍ ଅଇସି । ଆରି ତମେ ପର୍ମେସରର୍ ପ ଅଇସା । କାଇକେବଇଲେ ସେ ନ ମାନ୍ବା ଲକର୍ ଆରି କରାପ୍ ଲକର୍ ମିସା ଦୟାକାରିଆ ।
Njòttu ଲୁକ୍ 6:35
4
ଲୁକ୍ 6:36
ତମର୍ ସରଗର୍ ବାବା ଜେନ୍ତାରି ଦୟା କଲାନି, ସେନ୍ତାରି ତମେ ମିସା ଦୟା କରା ।”
Njòttu ଲୁକ୍ 6:36
5
ଲୁକ୍ 6:37
“ବିନ୍ଲକର୍ ବିଚାର୍ କରାନାଇ, ସେନ୍ତାର୍କଲେ ପର୍ମେସର୍ ତମ୍କେ ବିଚାର୍ କର୍ସି । ଦସ୍ ନ ଦିଆସ୍, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦସ୍ ନ ଦାରେ । କେମା କରା, ସେନ୍ତାର୍କଲେ ତମ୍କେ କେମା ମିଲ୍ସି ।
Njòttu ଲୁକ୍ 6:37
6
ଲୁକ୍ 6:27-28
“ମାତର୍ ତମେମନ୍ ସୁନି ଆଚାସ୍ଜେ ମୁଇ ତମ୍କେ କଇଲିନି, ତମର୍ ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ମନ୍ ତମ୍କେ ଇନ୍ କର୍ବାଇ, ସେମନର୍ ମଙ୍ଗଲ୍ କରା । ଜନ୍ ଲକ୍ମନ୍ ତମ୍କେ ସାଇପ୍ ଦେବାଇ, ସେମନ୍କେ ଆସିର୍ବାଦ୍ କରା । ଜନ୍ ଲକ୍ମନ୍ ତମ୍କେ ଇଜତ୍ ଜିକ୍ବାଇ, ସେମନର୍ପାଇ ପାର୍ତନା କରା ।
Njòttu ଲୁକ୍ 6:27-28
7
ଲୁକ୍ 6:31
ଲକ୍ମନ୍ ତମ୍କେ ଜେନ୍ତି କରତ୍ ବଲି ମନ୍ କଲାସ୍ନି, ତମେମିସା ସେମନର୍ଟାନେ ସେନ୍ତାର୍ କରା ।”
Njòttu ଲୁକ୍ 6:31
8
ଲୁକ୍ 6:29-30
ଜେ ତମ୍କେ ଗଟେକ୍ ଗାଲେ ଚାପଡ୍ ମାର୍ସି, ତାକେ ଆରିଗଟେକ୍ ଗାଲ୍ ମିସା ଦେକାଇଦିଆସ୍ । ଜେ ତମର୍ ଚାଦର୍ ଦାରିଜାଇସି, ତାକେ ତମର୍ ପିନ୍ଦ୍ଲାଟା ନେବାକେ ମିସା ମନା କରାନାଇ । ଜେ ତମ୍କେ ମାଙ୍ଗ୍ସି, ତାକେ ଦିଆସ୍ । ଆରି ଜେ ତମର୍ ଦନ୍ ସଁମ୍ପତି ଉଦାର୍ ନେଇସି, ତାର୍ଟାନେଅନି ସେଟା ଆରିତରେକ୍ ମାଙ୍ଗାନାଇ ।
Njòttu ଲୁକ୍ 6:29-30
9
ଲୁକ୍ 6:43
“ନିକ ଗଚେ କାରାପ୍ ପଲ୍ ନ ପଲେ, କାରାପ୍ ଗଚେ ନିକ ପଲ୍ ନ ପଲେ ।
Njòttu ଲୁକ୍ 6:43
10
ଲୁକ୍ 6:44
କାଇକେବଇଲେ ଗଚ୍ମନ୍କେ ତାର୍ ପଲର୍ଲାଗି ଜାନିଅଇସି । କାଟା ଗଚେଅନି ଲକ୍ମନ୍ ଡୁମ୍ରି ପଲ୍ ନ ତଲତ୍, କି କାଟା ବୁଟାଇଅନି ଅଙ୍ଗୁର୍ ପଲ୍ ନ ତଲତ୍ ।
Njòttu ଲୁକ୍ 6:44
Heim
Biblía
Áætlanir
Myndbönd