ମାଥିଉଲିଖିତ ସୁସମାଚାର 19:21

ମାଥିଉଲିଖିତ ସୁସମାଚାର 19:21 ODCLBSI

ଯୀଶୁ ତାକୁ ଉତ୍ତର ଦେଲେ, “ଯଦି ତୁମେ ସିଦ୍ଧ ହେବାକୁ ଚାହଁ, ଯାଅ, ତୁମର ସବୁ ସମ୍ପତ୍ତି ବିକି ଦେଇ ସେହି ଟଙ୍କା ଗରିବମାନଙ୍କୁ ଦାନ କରିଦିଅ। ତା’ହେଲେ ତୁମେ ସ୍ୱର୍ଗରେ ଧନ ଲାଭ କରିବ। ଏସବୁ କରିସାରି ମୋ’ ପଛେ ପଛେ ଆସ।”

Нақшаҳои хониши ройгон ва садоқатҳои марбут ба ମାଥିଉଲିଖିତ ସୁସମାଚାର 19:21