1
ମାଥିଉଲିଖିତ ସୁସମାଚାର 16:24
ପବିତ୍ର ବାଇବଲ (CL) NT (BSI)
ODCLBSI
ତତ୍ପରେ ଯୀଶଉ ଶିଷ୍ୟମାନଙ୍କୁ କହିଲେ, “ଯେ କେହି ମୋ’ ସାଙ୍ଗରେ ଆସିବାକୁ ଚାହେଁ, ତାକୁ ଆମଫତ୍ୟାଗୀ ହୋଇ ନିଜର କ୍ରୁଶ ବହନ କରିବାକୁ ହେବ ଏବଂ ମୋ’ ପଛେ ପଛେ ଚାଲିବାକୁ ପଡ଼ିବ।
සසඳන්න
ମାଥିଉଲିଖିତ ସୁସମାଚାର 16:24 ගවේෂණය කරන්න
2
ମାଥିଉଲିଖିତ ସୁସମାଚାର 16:18
“ସେଥିରେ ମୁଁ ତୁମକୁ କହୁଛି, ତୁମେ ପିତର ଅର୍ଥାତ୍ ପଥର। ଏହି ପଥର ମୂଳଦୁଆ ଉପରେ ମୁଁ ମୋର ଉପାସକ ମୁଣ୍ଡଳୀ ପ୍ରତିଷ୍ଠା କରିବି। ଏପରି କି ମୃତ୍ୟପରି କୌଣସି ଧ୍ୱଂସକାରୀ ଶକ୍ତି ତାକୁ ବିନଷ୍ଟ କରି ପାରିବ ନାହିଁ।
ମାଥିଉଲିଖିତ ସୁସମାଚାର 16:18 ගවේෂණය කරන්න
3
ମାଥିଉଲିଖିତ ସୁସମାଚାର 16:19
“ମୁଁ ତୁମକୁ ସ୍ୱର୍ଗରେ ମଧ୍ୟ ସେଥିପାଇଁ ଅନୁମତି ମିଳିବ।”
ମାଥିଉଲିଖିତ ସୁସମାଚାର 16:19 ගවේෂණය කරන්න
4
ମାଥିଉଲିଖିତ ସୁସମାଚାର 16:25
କାରଣ ଯେ କେହି ନିଜର ଜୀବନ ରକ୍ଷା କରିବାକୁ ଚାହେଁ, ସେ ତାହା ହରାଇବ, କିନ୍ତୁ ମୋ’ ଲାଗି ଯେ ନିଜ ଜୀବନକୁ ଉତ୍ସର୍ଗ କରିଦିଏ, ସେ ପ୍ରକୃତରେ ତାହା ସୁରକ୍ଷା କରିବ।
ମାଥିଉଲିଖିତ ସୁସମାଚାର 16:25 ගවේෂණය කරන්න
5
ମାଥିଉଲିଖିତ ସୁସମାଚାର 16:26
ଯଦି କେହି ସମଗ୍ର ଜଗତକୁ ଜୟ କରେ, କିନ୍ତୁ ନିଜ ଜୀବନକୁ ହରାଇଦିଏ, ତାହାର କି ଲାଭ ହେବ? ଜୀବନକୁ ଫେରି ପାଇବା ପାଇଁ ସେ ଆଉ କିଛି ଦେଇ ପାିରବ ନାହିଁ।
ମାଥିଉଲିଖିତ ସୁସମାଚାର 16:26 ගවේෂණය කරන්න
6
ମାଥିଉଲିଖିତ ସୁସମାଚାର 16:15-16
ଯୀଶୁ ପଚାରିଲେ, “ମୁଁ କିଏ-ଏ ବିଷୟରେ ତୁମ୍ଭେମାନେ କ’ଣ କହୁଛ?” ଶିମୋନ ପିତର ଉତ୍ତର ଦେଲେ, “ଆପଣ ମସୀହ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର।”
ମାଥିଉଲିଖିତ ସୁସମାଚାର 16:15-16 ගවේෂණය කරන්න
7
ମାଥିଉଲିଖିତ ସୁସମାଚାର 16:17
ଯୀଶୁ କହିଲେ, “ଧନ୍ୟ ତୁମେ ଯୂନସଙ୍କ ପୁତ୍ର, ପିତର! ଏହି ସତ୍ୟ ତୁମେ କୌଣସି ମନୁଷ୍ୟଠାରୁ ପାଇ ନାହିଁ। ମୋର ସ୍ୱର୍ଗସ୍ଥ ପିତା ନିଜେ ଏହା ତୁମଠାରେ ପ୍ରକାଶ କରିଛନ୍ତି।
ମାଥିଉଲିଖିତ ସୁସମାଚାର 16:17 ගවේෂණය කරන්න