1
ଜଅନ୍ 8:12
ସତିଅର୍ ବାଟ୍, ନୁଆ ନିୟମ୍, 2020
NTSaa20
ଜିସୁ ଆରିତରେକ୍ ପାରୁସିମନ୍କେ କଇଲା, “ମୁଇସେ ଏ ଦୁନିଆର୍ ଉଜଲ୍ । ଜନ୍ ଲକ୍ ମର୍ ପଚେ ପଚେ ଆଇସି, ସେ ଜିବନର୍ ଉଜଲ୍ ପାଇସି । ଆରି କେବେ ମିସା ଆନ୍ଦାରେ ନ ରଏ ।”
Compare
ଜଅନ୍ 8:12ਪੜਚੋਲ ਕਰੋ
2
ଜଅନ୍ 8:32
ଆରି ତମେ ସତ୍ ବିସଇ ଜାନ୍ସା, ସେ ସତ୍ ତମ୍କେ ମୁକ୍ଲାଇସି ।”
ଜଅନ୍ 8:32ਪੜਚੋਲ ਕਰੋ
3
ଜଅନ୍ 8:31
ଜିସୁ ତାର୍ଟାନେ ବିସ୍ବାସ୍ କରିରଇବା ଜିଉଦି ଲକ୍ମନ୍କେ କଇଲା, “ଜଦି ତମେ ମର୍ ସିକିଆ ମାନିକରି ତବିର୍ ଅଇ ରଇସା, ବଇଲେ ସତଇସେ ମର୍ ସିସ୍ ଅଇସା ।
ଜଅନ୍ 8:31ਪੜਚੋਲ ਕਰੋ
4
ଜଅନ୍ 8:36
ସେଟାର୍ପାଇ ମୁଇ ଜଦି ତମ୍କେ ମୁକ୍ଲାଇବି ବଇଲେ, ସତଇସେ ତମେ ମୁକଲ୍ସା ।
ଜଅନ୍ 8:36ਪੜਚੋਲ ਕਰੋ
5
ଜଅନ୍ 8:7
ମାତର୍ ସେମନ୍ ତାକେ ତର୍କେ ତର୍ ପାଚାରିଲାଗି ରଇଲାଇ ଜେ ସେ ଟିଆଅଇ କଇଲା, “ ଇତି ମୁଲ୍କେ ପାପ୍ ନ କଲା ଲକ୍ କେ ଆଚାସ୍ ବଇଲେ ସେ ଆଗ୍ତୁ ଆସିକରି ତାକେ ପାକ୍ନା ମାର ।”
ଜଅନ୍ 8:7ਪੜਚੋਲ ਕਰੋ
6
ଜଅନ୍ 8:34
ଜିସୁ କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ଜେ ପାପ୍ କର୍ସି, ସେ ପାପର୍ ଗତିଦାଙ୍ଗ୍ଡା ।
ଜଅନ୍ 8:34ਪੜਚੋਲ ਕਰੋ
7
ଜଅନ୍ 8:10-11
ଜିସୁ ଟିଆଅଇ ତାକେ ପାଚାର୍ଲା, “ସେ ଲକ୍ମନ୍ କେନେ ଗାଲାଇ ? ଇତି କେ ମିସା ତକେ ଦସ୍ ଦାର୍ବାକେ ନାଇ କି ?” ସେ କଇଲା, “ନାଇ ମାପ୍ରୁ କେ ମିସା ମକେ ଦସି ବଲି ବିଚାର୍ କରତ୍ ନାଇ ।” ଜିସୁ ତାକେ କଇଲା, “ମୁଇ ମିସା ତକେ ଦସି ବଲି ବିଚାର୍ ନ କରି । ମାତର୍ ଜା ଆରି ପାପ୍ କର୍ ନାଇ ।”
ଜଅନ୍ 8:10-11ਪੜਚੋਲ ਕਰੋ
Home
ਬਾਈਬਲ
Plans
ਵੀਡੀਓ