1
ମାର୍କ 14:36
Desiya Bible, 2025
Saa25
ଏ ମର୍ ବାବା ତୁଇ ମନ୍କଲୁସ୍ ବଇଲେ କାଇ କାମ୍ ମିସା କରିପାରୁସ୍ । ସେଟାର୍ପାଇଁ ଏ ଦୁକ୍ କସ୍ଟର୍ ମୁତା ମର୍ଟାନେଅନି ଦାରି ଜା । ମାତର୍ ମର୍ ମନ୍ କଲା ଇସାବେ ନ କରି ତମର୍ ମନ୍ କଲା ଇସାବେ କରା” ବଲି ପାର୍ତନା କଲା ।
ႏွိုင္းယွဥ္
ମାର୍କ 14:36ရွာေဖြေလ့လာလိုက္ပါ။
2
ମାର୍କ 14:38
ତମେ ଜେନ୍ତିକି ପରିକାର୍ ପାନ୍ଦେ ନ ଅଦର୍ବାପାଇ ଜାଗି ରଇକରି ପାର୍ତନା କରା । ମନ୍ କର୍ବି ବଲି ମନ୍ କଲାନି ମାତର୍ ଗାଗଡ୍ ନିଚ୍ଲାନି ।”
ମାର୍କ 14:38ရွာေဖြေလ့လာလိုက္ပါ။
3
ମାର୍କ 14:9
ମୁଇ ତମ୍କେ ସତ୍କାତା କଇଲିନି, ଗୁଲାଇ ଜଗତେ ଜନ୍ ଜାଗାଇ ମିସା ମାପ୍ରୁର୍ ନିକ କବର୍ ଜାନାଇଅଇସି । ଏ ମାଇଜି ଜାଇଟା କଲାଆଚେ, ତାକେ ଏତାଇକରି ସେଟା ମିସା କଇବାଇ ।”
ମାର୍କ 14:9ရွာေဖြေလ့လာလိုက္ပါ။
4
ମାର୍କ 14:34
ଆରି ଜିସୁ, ପିତର୍, ଜାକୁବ୍ ଆରି ଜଅନ୍କେ କଇଲା, “ମର୍ ମନେ ବେସି ଦୁକ୍ ଅଇଗାଲା ଆଚେ । ଜିବନ୍ ଚିଡିଗାଲା ପାରା ଲାଗ୍ଲାନି । ତମେ ଇତି ବସିରଇ ଜାଗିରୁଆ ।”
ମାର୍କ 14:34ရွာေဖြေလ့လာလိုက္ပါ။
5
ମାର୍କ 14:22
ସିସ୍ମନ୍ କାଇବାକେ ବସ୍ଲାବେଲେ, ଜିସୁ ରୁଟିଦାରିକରି ପର୍ମେସର୍କେ ଜୁଆର୍କଲା ଆରି ସେଟା ବାଙ୍ଗାଇ ସେମନ୍କେ ଦେଇକରି କଇଲା, “ ନିଆ ଏଟା ମର୍ ଗାଗଡ୍ ।”
ମାର୍କ 14:22ရွာေဖြေလ့လာလိုက္ပါ။
6
ମାର୍କ 14:23-24
ତାର୍ପଚେ ଅଙ୍ଗୁର୍ ରସ୍ ଦାରି ପର୍ମେସର୍କେ ଜୁଆର୍ କରି ସବୁ ଲକ୍କେ କାଇବାକେ ଦେଲାଜେ ସେମନ୍ କାଇଲାଇ । ଆରି ସେ ତାର୍ ସିସ୍ମନ୍କେ କଇଲା, ଏଟା ଅଇଲାନି ବେସି ଲକର୍ପାଇ ଜରାଇଲା ମର୍ ବନି । ଏ ବନି ସଙ୍ଗ୍ ପର୍ମେସର୍ ଲକ୍ମନର୍ ସଙ୍ଗ୍ ରାଜିନାମା କଲାନି ।
ମାର୍କ 14:23-24ရွာေဖြေလ့လာလိုက္ပါ။
7
ମାର୍କ 14:27
ସେବେଲେ ଜିସୁ ସିସ୍ମନ୍କେ କଇଲା, “ତମେ ସବୁଲକ୍ ମକେ ଚାଡିକରି ଉଟିଜାଇସା । ସେଟା ପର୍ମେସରର୍ ସାସ୍ତରେ ଏନ୍ତି ଲେକାଅଇଲାଆଚେ, “ମୁଇ ମେଣ୍ଡା ଗଉଡ୍କେ ମରାଇବି । ତେଇର୍ ମେଣ୍ଡାମନ୍ ଚିନ୍ଚତର୍ ଅଇଜିବାଇ ।”
ମାର୍କ 14:27ရွာေဖြေလ့လာလိုက္ပါ။
8
ମାର୍କ 14:42
ଉଟା ଆମେ ଜୁବେ । ଏଦେ ଦେକା ! ମକେ ସତ୍ରୁମନ୍କେ ଦାରାଇ ଦେବା ଲକ୍ ଆଇଲାଆଚେ ।” ବଲି କଇଲାଇ ।
ମାର୍କ 14:42ရွာေဖြေလ့လာလိုက္ပါ။
9
ମାର୍କ 14:30
ଜିସୁ ତାକେ କଇଲା, “ମୁଇ ତକେ ସତ୍କାତା କଇଲିନି, ଆଜି ରାତି ଦୁଇତର୍ କୁକ୍ଡା ଡାକ୍ବା ଆଗ୍ତୁ, ତୁଇ ମକେ ତିନ୍ତର୍ ଚିନିନାଇ ବଲିକରି କଇସୁ ।”
ମାର୍କ 14:30ရွာေဖြေလ့လာလိုက္ပါ။
ပင္မစာမ်က္ႏွာ
သမၼာက်မ္းစာ
အစီအစဥ္မ်ား
ဗီဒီယိုမ်ား