ଆଦି ପୁସ୍ତକ 42:7

ଆଦି ପୁସ୍ତକ 42:7 ODIAOV-BSI

ସେତେବେଳେ ଯୋଷେଫ ଆପଣା ଭାଇମାନଙ୍କୁ ଦେଖି ଚିହ୍ନିଲେ, ମାତ୍ର ସେମାନଙ୍କ ଆଗରେ ଅପରିଚିତ ଲୋକ ପରି ବ୍ୟବହାର କରି କଟୁ କଥାରେ କହିଲେ, ତୁମ୍ଭେମାନେ କେଉଁଠାରୁ ଆସିଅଛ? ସେମାନେ କହିଲେ, କିଣାନ ଦେଶରୁ ଖାଦ୍ୟଦ୍ରବ୍ୟ କିଣିବାକୁ ଆସିଅଛୁ।