1
କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 14:33
ପବିତ୍ର ବାଇବଲ (CL) NT (BSI)
ODCLBSI
କାରଣ ଈଶ୍ୱର ବିଶୃଙ୍ଖଳତାର ସ୍ରଷ୍ଟା ନୁହନ୍ତି - ସେ ଶାନ୍ତିପ୍ରିୟ ଈଶ୍ୱର। ଈଶ୍ୱରଙ୍କ ଅନ୍ୟାନ୍ୟ ଉପାସକ ମଣ୍ଡଳୀରେ ଯେପରି
ប្រៀបធៀប
រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 14:33
2
କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 14:1
ତେଣୁ ପ୍ରେମ ନିମିତ୍ତ ତୁମ୍ଭେମାନେ ଉଦ୍ଯୋଗୀ ହୁଅ। ଅନ୍ୟାନ୍ୟ ଆତ୍ମିକ ଦାନ ପାଇବା, ବିଶେଷତଃ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା, ତୁମ୍ଭମାନଙ୍କ ଆନ୍ତରିକ କାମନା ହେଉ।
រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 14:1
3
କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 14:3
କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରେ, ସେ ତାହା ଲୋକମାନଙ୍କୁ କହେ, ତଦ୍ଦ୍ୱାରା ସେମାନଙ୍କୁ ସାହାଯ୍ୟ, ଉତ୍ସାହ ଓ ସାନ୍ତ୍ୱନା ଦେଇଥାଏ।
រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 14:3
4
କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 14:4
ଯେ ଅଲୌକିକ ଭାଷାରେ କଥା କହେ, ସେ କେବଳ ନିଜ ପାଇଁ ତାହା କରେ; କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟ ପରିବେଷଣ କରେ, ସେ ସମସ୍ତ ମଣ୍ଡଳୀକୁ ସାହାଯ୍ୟ କରେ।
រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 14:4
5
କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 14:12
ତୁମ୍ଭେମାନେ ବିଭିନ୍ନ ଆତ୍ମିକଦାନ ପାଇବାକୁ ଆଗ୍ରହାନ୍ୱିତ ଥିବାରୁ, ତନ୍ମଧ୍ୟରୁ ଯେଉଁସବୁ ମଣ୍ଡଳୀର ପୁଷ୍ଟି ସାଧନ କରିପାରେ, ସେଗୁଡ଼ିକର ବହୁଳ ବ୍ୟବହାର ପାଇଁ ଚେଷ୍ଟା କର।
រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 14:12
គេហ៍
ព្រះគម្ពីរ
គម្រោងអាន
វីដេអូ