1
ଯାତ୍ରା ପୁସ୍ତକ 1:17
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ମାତ୍ର ସେହି ଧାତ୍ରୀମାନେ ପରମେଶ୍ଵରଙ୍କୁ ଭୟ କରିବାରୁ ମିସ୍ରୀୟ ରାଜାଙ୍କର ଆଜ୍ଞା ପ୍ରମାଣେ ନ କରି ପୁତ୍ରସନ୍ତାନମାନଙ୍କୁ ଜୀବିତ ରଖିଲେ।
ប្រៀបធៀប
រុករក ଯାତ୍ରା ପୁସ୍ତକ 1:17
2
ଯାତ୍ରା ପୁସ୍ତକ 1:12
ମାତ୍ର ସେମାନେ ସେମାନଙ୍କୁ ଯେତେ ଅଧିକ କ୍ଳେଶ ଦେଲେ, ସେମାନେ ସେତେ ଅଧିକ ବୃଦ୍ଧି ପାଇଲେ, ପୁଣି ସେତେ ଅଧିକ ବ୍ୟାପି ଗଲେ। ଏହେତୁ ଇସ୍ରାଏଲର ସନ୍ତାନମାନଙ୍କ ନିମନ୍ତେ ସେମାନେ ଅତିଶୟ ଉଦ୍ବିଗ୍ନ ହେଲେ।
រុករក ଯାତ୍ରା ପୁସ୍ତକ 1:12
3
ଯାତ୍ରା ପୁସ୍ତକ 1:21
ସେହି ଧାତ୍ରୀମାନେ ପରମେଶ୍ଵରଙ୍କୁ ଭୟ କରିବାରୁ ସେ ସେମାନଙ୍କ ବଂଶ ବୃଦ୍ଧି କଲେ।
រុករក ଯାତ୍ରା ପୁସ୍ତକ 1:21
4
ଯାତ୍ରା ପୁସ୍ତକ 1:8
ଅନନ୍ତର ଯେ ଯୋଷେଫଙ୍କୁ ଜାଣି ନ ଥିଲେ, ଏପରି ଏକ ନୂତନ ରାଜା ମିସର ଦେଶରେ ହେଲେ।
រុករក ଯାତ୍ରା ପୁସ୍ତକ 1:8
គេហ៍
ព្រះគម្ពីរ
គម្រោងអាន
វីដេអូ