ଆଦି ପୁସ୍ତକ 2:7

ଆଦି ପୁସ୍ତକ 2:7 OERV

ଏହା ପରେ ସଦାପ୍ରଭୁ ପରମେଶ୍ୱର ଭୂମିରୁ ଧୂଳି ନେଇ ମନୁଷ୍ୟ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା।

ଆଦି ପୁସ୍ତକ 2:7のビデオ

無料の読書プランとଆଦି ପୁସ୍ତକ 2:7に関係したデボーション