YouVersioni logo
Search Icon

ମାଥିଉଲିଖିତ ସୁସମାଚାର 2:9-10

ମାଥିଉଲିଖିତ ସୁସମାଚାର 2:9-10 ODCLBSI

ଜ୍ୟୋତିର୍ବିଦମାନେ ସେ ସ୍ଥାନ ଛାଡ଼ି ପୁଣି ଥରେ ସେମାନଙ୍କ ଗନ୍ତବ୍ୟ ପଥରେ ଗଲାବେଳେ, ପୂର୍ବାକାଶରେ ଦେଖିଥିବା ସେହି ନକ୍ଷତ୍ର ପୁନର୍ବାର ଦେଖାଗଲା। ତାକୁ ଦେଖି ସେମାନଙ୍କର କି ଆନନ୍ଦ! କେତେ ଉଲ୍ଲସିତ ହୋଇ ଉଠିଲେ ସେମାନେ! ସେମାନଙ୍କ ଆଗେ ଆଗେ ଗତି କରି ତାରାଟି ଶିଶୁ ଥିବା ଗୃହ ଉପରେ ଠିକ୍ ଅଟକି ଗଲା।

Video for ମାଥିଉଲିଖିତ ସୁସମାଚାର 2:10

Verse Image for ମାଥିଉଲିଖିତ ସୁସମାଚାର 2:9-10

ମାଥିଉଲିଖିତ ସୁସମାଚାର 2:9-10 - ଜ୍ୟୋତିର୍ବିଦମାନେ ସେ ସ୍ଥାନ ଛାଡ଼ି ପୁଣି ଥରେ ସେମାନଙ୍କ ଗନ୍ତବ୍ୟ ପଥରେ ଗଲାବେଳେ, ପୂର୍ବାକାଶରେ ଦେଖିଥିବା ସେହି ନକ୍ଷତ୍ର ପୁନର୍ବାର ଦେଖାଗଲା। ତାକୁ ଦେଖି ସେମାନଙ୍କର କି ଆନନ୍ଦ! କେତେ ଉଲ୍ଲସିତ ହୋଇ ଉଠିଲେ ସେମାନେ! ସେମାନଙ୍କ ଆଗେ ଆଗେ ଗତି କରି ତାରାଟି ଶିଶୁ ଥିବା ଗୃହ ଉପରେ ଠିକ୍ ଅଟକି ଗଲା।

Free Reading Plans and Devotionals related to ମାଥିଉଲିଖିତ ସୁସମାଚାର 2:9-10