Logo de YouVersion
Ícono Búsqueda

ମାଥିଉଲିଖିତ ସୁସମାଚାର 28:12-15

ମାଥିଉଲିଖିତ ସୁସମାଚାର 28:12-15 ODCLBSI

ମୁଖ୍ୟ ପୁରୋହିତମାନେ ଧର୍ମନେତାମାନଙ୍କ ସହିତ ମନ୍ତ୍ରଣା କରି, ସେହି ସୈନିକମାନଙ୍କୁ ବହୁ ଟଙ୍କା ଲାଞ୍ଚ ଦେଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ କୁହ ଯେ ରାତିରେ ତୁମେ ଶୋଇପଡ଼ିଥିବାବେଳେ ତାଙ୍କ ଶିଷ୍ୟମାନେ ଆସି ତାଙ୍କ ଶବକୁ ଚୋରିକରି ନେଇଗଲେ। ଯଦି ଶାସକ ଏକଥା ଶୁଣନ୍ତି ଆମେ ତାଙ୍କୁ ବୁଝାଇ ଦେବୁ ଯେ ତୁମେ ନିର୍ଦ୍ଦୋଷ। ଏ ବିଷୟରେ ତୁମେ ବ୍ୟସ୍ତ ହୁଅ ନାହିଁ।” ପ୍ରହରୀମାନେ ଟଙ୍କା ନେଇ ସେମାନଙ୍କୁ କୁହାଯାଇଥିବା ଅନୁଯାୟୀ କାର୍ଯ୍ୟ କଲେ। ସେମାନେ ସେତେବେଳେ ଯାହା କହିଲେ, ଇହୁଦୀମାନେ ଆଜି ପର୍ଯ୍ୟନ୍ତ ସେହି କଥା ପ୍ରଚାର କରୁଛନ୍ତି।

Planes y devocionales gratis relacionados con ମାଥିଉଲିଖିତ ସୁସମାଚାର 28:12-15