YouVersion Logo
Search Icon

କଲସୀୟ 3:9-10

କଲସୀୟ 3:9-10 ODCLBSI

ପରସ୍ପରକୁ ମିଥ୍ୟା କୁହ ନାହିଁ, କାରଣ ତୁମ୍ଭେମାନେ ପୁରାତନ ସ୍ୱଭାବ ଓ ତା’ର ଆଚରଣ ପରିତ୍ୟାଗ କରିଛ, ଏବଂ ନୂତନ ସ୍ୱଭାବ ଧାରଣ କରିଛ। ମନୁଷ୍ୟର ଏହି ନବୀକରଣ, ସ୍ରଷ୍ଟା ଈଶ୍ୱର ନିଜ ପ୍ରତିମୂର୍ତ୍ତିରେ ଅବିରତ ସାଧନ କରୁଛନ୍ତି। ଏଥିଦ୍ୱାରା ତୁମ୍ଭେମାନେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନପ୍ରାପ୍ତ ହେଉଛ।